[Script Info] Title: [Events] Format: Layer, Start, End, Style, Name, MarginL, MarginR, MarginV, Effect, Text Dialogue: 0,9:59:59.99,9:59:59.99,Default,,0000,0000,0000,,ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ Dialogue: 0,9:59:59.99,9:59:59.99,Default,,0000,0000,0000,,ଯାହା ଆପଣ ଯେକୌଣସି ୱେବ୍ସାଇଟ୍ରେ ପ୍ରୟୋଗ କରିପାରିବେ Dialogue: 0,9:59:59.99,9:59:59.99,Default,,0000,0000,0000,,ଅନୁବାଦ ମଧ୍ୟ କରିପାରିବେ । Dialogue: 0,0:00:00.46,0:00:03.01,Default,,0000,0000,0000,,ୱେବ୍ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । Dialogue: 0,0:00:03.05,0:00:05.27,Default,,0000,0000,0000,,ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । Dialogue: 0,0:00:07.09,0:00:07.09,Default,,0000,0000,0000,,ଭିଡିଓନିର୍ମାତା ଓ ୱେବ୍ସାଇଟ୍ମାନେ ଏ କଥା ଧ୍ୟାନରେ ରଖିବା ଉଚିତ । Dialogue: 0,0:00:11.63,0:00:20.75,Default,,0000,0000,0000,,ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । Dialogue: 0,0:00:20.84,0:00:26.94,Default,,0000,0000,0000,,ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । Dialogue: 0,0:00:26.94,0:00:32.44,Default,,0000,0000,0000,,ୱେବ୍ର କୌଣସି ଭିଡିଓ ବାଛନ୍ତୁ, ୟୁଆର୍ଏଲ୍ ଆମ ୱେବ୍ସାଇଟ୍ରେ ଦିଅନ୍ତୁ Dialogue: 0,0:00:32.44,0:00:38.30,Default,,0000,0000,0000,,ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । Dialogue: 0,0:00:38.76,0:00:43.65,Default,,0000,0000,0000,,ତା ପରେ, ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । Dialogue: 0,0:00:44.22,0:00:49.61,Default,,0000,0000,0000,,କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍ ଦେବୁ Dialogue: 0,0:00:49.89,0:00:55.68,Default,,0000,0000,0000,,ଯେଉଁଠି, ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ Dialogue: 0,0:00:56.04,0:01:01.55,Default,,0000,0000,0000,,ଆମେ ୟୁଟ୍ୟୁବ୍, ବ୍ଲିପ୍ ଟିଭି, ୟୁଷ୍ଟ୍ରିମ୍ ଇତ୍ୟାଦିର ଭିଡିଓ ସପୋର୍ଟ୍ କରୁଛୁ । Dialogue: 0,0:01:01.55,0:01:05.11,Default,,0000,0000,0000,,ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । Dialogue: 0,0:01:05.11,0:01:09.05,Default,,0000,0000,0000,,ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍ରେ କାମ କରେ, Dialogue: 0,0:01:09.05,0:01:14.30,Default,,0000,0000,0000,,ଯଥା ଏମ୍ପି୪, ଥିଓରା, ୱେବ୍ଏମ୍ ଓ ଏଚ୍ଟିଏମ୍ଏଲ୍୫ । Dialogue: 0,0:01:14.30,0:01:18.04,Default,,0000,0000,0000,,ଆମର ଲକ୍ଷ୍ୟ ହେଉଛି ୱେବ୍ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ Dialogue: 0,0:01:18.06,0:01:23.31,Default,,0000,0000,0000,,ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।