1 99:59:59,999 --> 99:59:59,999 ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ 2 99:59:59,999 --> 99:59:59,999 ଯାହା ଆପଣ ଯେକୌଣସି ୱେବ୍ସାଇଟ୍ରେ ପ୍ରୟୋଗ କରିପାରିବେ 3 99:59:59,999 --> 99:59:59,999 ଅନୁବାଦ ମଧ୍ୟ କରିପାରିବେ । 4 00:00:00,464 --> 00:00:03,011 ୱେବ୍ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । 5 00:00:03,050 --> 00:00:05,266 ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । 6 00:00:07,092 --> 00:00:07,093 ଭିଡିଓନିର୍ମାତା ଓ ୱେବ୍ସାଇଟ୍ମାନେ ଏ କଥା ଧ୍ୟାନରେ ରଖିବା ଉଚିତ । 7 00:00:11,631 --> 00:00:20,752 ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । 8 00:00:20,844 --> 00:00:26,936 ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । 9 00:00:26,936 --> 00:00:32,440 ୱେବ୍ର କୌଣସି ଭିଡିଓ ବାଛନ୍ତୁ, ୟୁଆର୍ଏଲ୍ ଆମ ୱେବ୍ସାଇଟ୍ରେ ଦିଅନ୍ତୁ 10 00:00:32,440 --> 00:00:38,298 ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । 11 00:00:38,759 --> 00:00:43,650 ତା ପରେ, ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । 12 00:00:44,216 --> 00:00:49,607 କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍ ଦେବୁ 13 00:00:49,893 --> 00:00:55,683 ଯେଉଁଠି, ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ 14 00:00:56,041 --> 00:01:01,546 ଆମେ ୟୁଟ୍ୟୁବ୍, ବ୍ଲିପ୍ ଟିଭି, ୟୁଷ୍ଟ୍ରିମ୍ ଇତ୍ୟାଦିର ଭିଡିଓ ସପୋର୍ଟ୍ କରୁଛୁ । 15 00:01:01,546 --> 00:01:05,109 ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । 16 00:01:05,109 --> 00:01:09,050 ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍ରେ କାମ କରେ, 17 00:01:09,050 --> 00:01:14,305 ଯଥା ଏମ୍ପି୪, ଥିଓରା, ୱେବ୍ଏମ୍ ଓ ଏଚ୍ଟିଏମ୍ଏଲ୍୫ । 18 00:01:14,305 --> 00:01:18,045 ଆମର ଲକ୍ଷ୍ୟ ହେଉଛି ୱେବ୍ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ 19 00:01:18,060 --> 00:01:23,311 ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।