Return to Video

Learn about Universal Subtitles

  • 0:00 - 0:03
    ୱେବ୍ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ ।
  • 0:03 - 0:05
    ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି ।
  • 0:07 - 0:07
    ଭିଡିଓନିର୍ମାତା ଓ ୱେବ୍ସାଇଟ୍ମାନେ ଏ କଥା ଧ୍ୟାନରେ ରଖିବା ଉଚିତ ।
  • 0:12 - 0:21
    ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ ।
  • 0:21 - 0:27
    ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ ।
  • 0:27 - 0:32
    ୱେବ୍ର କୌଣସି ଭିଡିଓ ବାଛନ୍ତୁ, ୟୁଆର୍ଏଲ୍ ଆମ ୱେବ୍ସାଇଟ୍ରେ ଦିଅନ୍ତୁ
  • 0:32 - 0:38
    ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ ।
  • 0:39 - 0:44
    ତା ପରେ, ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ ।
  • 0:44 - 0:50
    କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍ ଦେବୁ
  • 0:50 - 0:56
    ଯେଉଁଠି, ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ
  • 0:56 - 1:02
    ଆମେ ୟୁଟ୍ୟୁବ୍, ବ୍ଲିପ୍ ଟିଭି, ୟୁଷ୍ଟ୍ରିମ୍ ଇତ୍ୟାଦିର ଭିଡିଓ ସପୋର୍ଟ୍ କରୁଛୁ ।
  • 1:02 - 1:05
    ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ ।
  • 1:05 - 1:09
    ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍ରେ କାମ କରେ,
  • 1:09 - 1:14
    ଯଥା ଏମ୍ପି୪, ଥିଓରା, ୱେବ୍ଏମ୍ ଓ ଏଚ୍ଟିଏମ୍ଏଲ୍୫ ।
  • 1:14 - 1:18
    ଆମର ଲକ୍ଷ୍ୟ ହେଉଛି ୱେବ୍ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ
  • 1:18 - 1:23
    ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।
  • Not Synced
    ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ
  • Not Synced
    ଯାହା ଆପଣ ଯେକୌଣସି ୱେବ୍ସାଇଟ୍ରେ ପ୍ରୟୋଗ କରିପାରିବେ
  • Not Synced
    ଅନୁବାଦ ମଧ୍ୟ କରିପାରିବେ ।
Title:
Learn about Universal Subtitles
Description:

more » « less
Video Language:
English
Duration:
01:23
Amara Bot edited Oriya subtitles for Learn about Universal Subtitles
shisir.1945 added a translation

Oriya subtitles

Revisions